ଦେଶରେ ଇନ୍‌ଫ୍ଲୁଏଞ୍ଜା ସହ ବଢୁଛି ସ୍ବାଇନ୍‌ ଫ୍ଲୁ : କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଳୀ: ଏଚ୍‌୩ଏନ୍‌୨ର ସବ୍‌ଟାଇପ୍‌ ଇନ୍‌ଫ୍ଲୁଏଞ୍ଜା ମାମାଲାରେ ଦେଶରେ ବୃଦ୍ଧି ପାଇବାରେ ଲାଗିଛି। ଏହା ସହ ସ୍ବାଇନ୍‌ ଫ୍ଲୁ ବା ଏଚ୍‌୧ଏନ୍‌୧ର କିଛି ମାମଲା ବି ଚିହ୍ନଟ ହେଉଛି। ମଙ୍ଗଳବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ତଥ୍ୟ ପ୍ରକାଶ କରାଯାଇଛି। ତଥ୍ୟ ଅନୁସାରେ, ଫେବୃଆରୀ ସୁଦ୍ଧା ସମୁଦାୟ ୯୫୫ଟି ଏଚ୍‌୧ଏନ୍‌୧ ମାମଲା ଚିହ୍ନଟ ହୋଇଛି। ସର୍ବାଧିକ ମାମଲା ତାମିଲନାଡୁରେ ଚିହ୍ନଟ ହୋଇଛି। ତାମିଲନାଡୁରେ ଏବେ ସୁଦ୍ଧା ୫୪୫ଟି ମାମଲା … Continue reading ଦେଶରେ ଇନ୍‌ଫ୍ଲୁଏଞ୍ଜା ସହ ବଢୁଛି ସ୍ବାଇନ୍‌ ଫ୍ଲୁ : କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ